ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅଣ୍ଟାଏ ପାଣି:ବିପରୀତ ଦିଗରେ ଟଣା ହେଲା ରଥ

ଭୁବନେଶ୍ୱର: ଆଜି ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ଅନ୍ୟତମ ଆଧ୍ୟାତ୍ମିକ ସ୍ଥଳ ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅପରାହ୍ନରେ ଅଣ୍ଟାଏ ପାଣି ହୋଇ ଯାଇଥିଲା। ଫଳରେ ରଥ ଟଣା ଏକ ଘଣ୍ଟା ବିଳମ୍ବରେ ଆରମ୍ଭ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଇସ୍କନ ମନ୍ଦିରରେ ସାଢ଼େ ୩ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଅପରାହ୍ନ ୨ଟା ବେଳକୁ … Continue reading ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅଣ୍ଟାଏ ପାଣି:ବିପରୀତ ଦିଗରେ ଟଣା ହେଲା ରଥ